କାଳୀ ବୋହୂ

  • 13.9k
  • 3.4k

କାଳୀ ବୋହୂ ଆଲୋ ଏ କାଳୀ ବୋହୁ କୁଆଡେ ଗଲୁ କିଲୋ କାନ ରେ କଣ? ଗୋଟେ ତାର ମାଡିକି ବସିଛୁ, ହଁ ତୋ ଗେରସ୍ତ ଆଣିକି ତତେ ,ଦେଇଛି ,ଆଲୋ ଆଲୋ ଆମକୁ ସିନା ଆକାଶ କଇଁ ଆଚିଲିକା ମାଛ ,ତୋ ଗେରସ୍ତ ତତେ ଦେଇଛି କଣ ଗୋଟେ ଡବାପରି ଦରବ,ଆଉ ତାର ଯୋଡ଼େ ଯେତେବେଳେ ଦେଖୁଛି କାନ ରେ ମାଡିକି ବସୁଛୁ ,ଦିନ ରାତି ନା କାମ ଦିଶୁଛି ତତେ ଆଲୋ ପିଲା ପିଲି ଥିଲେ ,ସିନା ସେମାନଂକର ଜଞ୍ଜାଳ ରେ ବ୍ୟସ୍ତ ରୁହନ୍ତୁ ,ଆଉ ସେଟା ବି ତ ନାହିଁ ,ଆଉ ଛାଡେ ମୋ ଜଞ୍ଜାଳ କରିବାକୁ ତତେ କଷ୍ଟ ,ମନେ ମନେ ଭାବୁଥିବୁ ବୁଢ଼ି କୁ ମରଣ କାହିଁକି ??ହଉନି ମତେ ବେସି ଆକଟ କରୁଛି ।କାମ ବତଉଛୁ ଆଲୋ ତୋ ହାତ ଟେକା ପାଣି କୁ ଅନେଇଛି ବୋଲି ତୁ ମୋ ଉପରେ ଦଉ ସାଧୁଛି