ପୁନଃ ମିଳନ

  • 3.3k
  • 1.1k

ହାଜାର ଶହ ବର୍ଷ ପୁରୁଣା ରହସ୍ୟ ଆଜକୁ ପ୍ରାୟ ହଜାରରୁ ଅଧିକ ବର୍ଷ ବିତିଯାଇଥିଲେ ମଧ୍ୟ ଭଲ ପାଇବା କେବେ ବି ଦୁରେଇ ଯାଏ ନାହିଁ । ଗୋଟିଏ ଦିନ ର କଥାପୂଜା ଯାଇଥିଲା ଓ ବିନୟ ଯାଉ ଯାଉ ପୂଜା ସହ ଧକ୍କା ହୋଇ ଗଲା ଜାଣି ପାରୁନି ମୋର ଭୁଲ୍ ହୋଇଯାଇଛି ମତେ ଛାଡ଼ିଦିଅ । ଠିକ୍ ଅଛି ତୁମ ନାଁ ମୋ ନାଁ ବିନୟ ଆପଣଙ୍କ ନାମ ମୋ ନାଁ ପୂଜା ତୁମେ ବିନୟ ସବୁ ବେଳେ ଏହି ସୁନ୍ଦର ପ୍ରାକୃତିକ ଜାଗା ଦେଖିବାକୁ ଆସ ହଁ ମୁଁ ସବୁବେଳେ ଏହି ଜାଗା ଦେଖିବାକୁ ମିଳିଥାଏ ବୋହୁତ ସୁନ୍ଦର ଦେଖା ଯାଉଛୁ । ମୁଁ ଭଲ ଗୀତ ଗାଇବାରେ ହେଲେ ବିନୟ ତୁମେ ଗୋଟିଏ ଭଲ ସଂଗୀତ ଗାଆନ୍ତୁ । ହଁ ମୁଁ ଗାଉଛି ତୁମେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯୀବ ।ଶୁଣ - ପ୍ରିୟା ସିନା