ପ୍ରେମରେ ମୁଁ ଅସଫଳ

  • 8.1k
  • 2.6k

ଭଲ ପାଇବା ହେଉଛି ପୁଣ୍ୟ। ସମସ୍ତେ ପ୍ରେମ କୁ ବୁଝିପାରନ୍ତି ନାହିଁ । ସମସ୍ତେ ପ୍ରେମ କୁ ପାପ ବୋଲି / ଖରାପ ଭାବନ୍ତି। ଲୋକ ମାନେ କାହିଁକି ପ୍ରେମ କୁ ଖରାବୋଲି ଭାବନ୍ତି। ପ୍ରେମ କରିବା ଖରାପ ନୁହେଁ। ଇଶ୍ଵର ବି ପ୍ରେମ କରିଥିଲେ। ସେ ବି ଖରାପ କାମ କରି ନାହାନ୍ତି। ମଣିଷ ପ୍ରେମ କରିବା କ'ଣ ?ଖରାପ କି ? କେହି ପ୍ରେମର ଅର୍ଥ କୁ ବୁଝିପାରନ୍ତି ନାହିଁ।ଯେଉଁ ମାନେ ପ୍ରେମ ର ଅର୍ଥ ବୁଝି ପାରନ୍ତି ନାହିଁ। ସେମାନେ ଜୀବନରେ କେବେ ହେଲେ ପ୍ରେମ କରିନ ଥିଲେ। ଆଜି ମୁଁ ମୋ ମନର କଥା ଆପଣଙ୍କୁ କହିବି। ମୁଁ କଲେଜ ଏକାଦଶ ଶ୍ରେଣୀ ରେ ଜଣଙ୍କୁ ପ୍ରେମ କରିଥିଲେ ହେଲେ ସେ ମୋ ପ୍ରେମ କୁ ବୁଝିପାରିଲା ନାହିଁ। ଏହି କଥା ଗତ ଦୁଇ ବର୍ଷ ବିତି ଗଲାଣି। ମୁଁ ଏକାଦଶ ଶ୍ରେଣୀ ରେ ଫେଲ୍