ଦୁରଦେଶର ରାଜଜେମା ️️... - 2

  • 3.9k
  • 1.7k

କାହାଣୀର ପ୍ରଥମ ଭାଗ ପଢିବାକୁ ଅନୁରୋଧ...###******* *********** **********ତା ପରଦିନ ଆକାଶ ବୋଲି ପିଲାଟିଏ ଆସି ଲିପ୍ସାକୁ ହାୟ ବୋଲି କହିଲା,, ସେ ପିଲାକୁ ଦେଖି ମନରେ ଅନେକ ପ୍ରଶ୍ନ ଚାଲିଲା କିଏ ଇଏ, କଣ ହେଇଥିବ ଲିପ୍ସା ସହ ସମ୍ପର୍କ, ଏମିତି ଅନେକ କିଛି...ଲିପ୍ସା -- ଆରେ ଆକାଶ ଆସ,,ଇଏ ହୋଉଛନ୍ତି ଆକାଶ ମୋ ପିଲା ବେଳର ପ୍ରେମ 8th class ରୁ ଆମେ ପରସ୍ପର ku ଭଲପାଉଛୁ ମୁ ଏବେ ଜାଣିଲି ଯେ ସିଏ ଆମ clg ରର ପଢୁଛନ୍ତି ବୋଲି,, ସିଏ 2ଣ୍ଡ year ରେ ନାଁ ଲେଖେଇଛନ୍ତି 2ଦିନ ହବ,,ଆଜି ମୁଁ ବହୁତ ଖୁସି ମୋ ଆକାଶ ଙ୍କୁ ପାଇଯାଇଛି,,, ok ଅଭି ଏବେ ଆମେ ଯାଉଛୁ ଲଞ୍ଚ time ରେ ଦେଖା ହବା....ଲିପ୍ସା ଆକାଶ ର ହାତ ଧରି ଚାଲିଯାଉଥାଏ... ମୁଁ ତାକୁ ସେମିତି ଚାହିଁରହିଥାଏ,, ସିଏ ଗଲା ପରେ....ମଧୁ -- କଣ ହେଲା