ଦୁରଦେଶର ରାଜଜେମା ️️... - 1

  • 7k
  • 1
  • 2.6k

କାହାଣୀ ସମ୍ପୂର୍ଣ କାଳ୍ପନିକ..ଆଜିବି ସେମିତି ବର୍ଷା ହୋଉଛି ଠିକ ସେଦିନ ପରି, ଆଜିବି ସେ ସ୍ମୃତି ସବୁ ଜୀବନ୍ତ ହୋଇଯାଉଛି ମୋ ଆଖିଆଗରେ କାହିଁକି ମୋ ସହ ଏମିତି ଘଟିଗଲା,, ଭୁଲ କଣ କରିଥିଲି.. ଆଜି ଏ ଲୁହ କାହିଁକି ଆଖିର ବନ୍ଧ ଡେଇଁ ଚାଲିଆସୁଛି କାହିଁକି ମୁଁ ଭୁଲିପାରୁନି ତୁମକୁ, କେମିତି ଭୁଲିବି ମୋ ଜୀବନର ପହିଲି ପ୍ରେମର ରଙ୍ଗ ତୁମେ ପହିଲି ସ୍ବପ୍ନ ତୁମେ... ଆଜିକୁ 4ବର୍ଷ ହେଇଗଲା ********** *********** *********** ************ମୁଁ ଅଭିମନ୍ୟୁ ସାମନ୍ତରାୟ (abhi) ଡିପ୍ଲୋମା mechanical ର ପ୍ରଥମ ବର୍ଷ ର ଛାତ୍ର ଗୋପାଳପୁର ର engineering clg ରେ ଆଜି ପ୍ରଥମ ଦିନ.... ଅଭିଲିପ୍ସା ସହ ପ୍ରଥମ clg ରେ ଆଡ୍ମିଶନ ଦିନ ଦେଖା ହେଇଥିଲା ଆଉ ଆଜି ଆମ ଦୁଇ ଜଣଙ୍କର ପ୍ରଥମ ଦିନ clg ରେ...( Abhilipsha️ ଯିଏ ପ୍ରଥମ ଦିନରୁ ଅଭି ର ହୃଦୟରେ ଘର କରି