Rajjema of Durdesh ️️... - 1 books and stories free download online pdf in Odia

ଦୁରଦେଶର ରାଜଜେମା ️️... - 1

କାହାଣୀ ସମ୍ପୂର୍ଣ କାଳ୍ପନିକ..

ଆଜିବି ସେମିତି ବର୍ଷା ହୋଉଛି ଠିକ ସେଦିନ ପରି, ଆଜିବି ସେ ସ୍ମୃତି ସବୁ ଜୀବନ୍ତ ହୋଇଯାଉଛି ମୋ ଆଖିଆଗରେ କାହିଁକି ମୋ ସହ ଏମିତି ଘଟିଗଲା,, ଭୁଲ କଣ କରିଥିଲି.. ଆଜି ଏ ଲୁହ କାହିଁକି ଆଖିର ବନ୍ଧ ଡେଇଁ ଚାଲିଆସୁଛି କାହିଁକି ମୁଁ ଭୁଲିପାରୁନି ତୁମକୁ, କେମିତି ଭୁଲିବି ମୋ ଜୀବନର ପହିଲି ପ୍ରେମର ରଙ୍ଗ ତୁମେ ପହିଲି ସ୍ବପ୍ନ ତୁମେ... ଆଜିକୁ 4ବର୍ଷ ହେଇଗଲା

********** *********** *********** ************

ମୁଁ ଅଭିମନ୍ୟୁ ସାମନ୍ତରାୟ (abhi) ଡିପ୍ଲୋମା mechanical ର ପ୍ରଥମ ବର୍ଷ ର ଛାତ୍ର ଗୋପାଳପୁର ର engineering clg ରେ ଆଜି ପ୍ରଥମ ଦିନ.... ଅଭିଲିପ୍ସା ସହ ପ୍ରଥମ clg ରେ ଆଡ୍ମିଶନ ଦିନ ଦେଖା ହେଇଥିଲା ଆଉ ଆଜି ଆମ ଦୁଇ ଜଣଙ୍କର ପ୍ରଥମ ଦିନ clg ରେ...
( Abhilipsha❤️ ଯିଏ ପ୍ରଥମ ଦିନରୁ ଅଭି ର ହୃଦୟରେ ଘର କରି ରହିଅଛି.. କଣ ହେବ ଅଭି ଆଉ ଲିପ୍ଶା ର ପ୍ରେମ କାହାଣୀ କଣ ଅଭି ଲିପ୍ଶା ku ପାଇପାରିବ.. ନାଁ ପ୍ରେମ ଅଧୁରା ରହିଯିବ ଭିର୍ଣ୍ଣ ଏକ ପ୍ରେମ କାହାଣୀ ଜାଣିବାକୁ କାହାଣୀ ku ପଢନ୍ତୁ. ହୁଏତ ପ୍ରଥମ ଭାଗରେ ଏତେ ମଜା ନ ଆସିପାରେ ହେଲେ 2ଣ୍ଡ ପାର୍ଟ ଠୁ କାହାଣୀ ଭିର୍ଣ୍ଷ ଏକ ମୋଡ ନବ.. ଭୁଲ ଥିଲେ କ୍ଷମା କରିବେ )

ଅଭିଲିପ୍ସା -- ହାୟ ଅଭିମନ୍ୟୁ.
ଅଭି --- ହାୟ ଲିପ୍ସା.
ଲିପ୍ସା -- ଆଜି ପ୍ରଥମ ଦିନ clg ରେ ମତେ ବହୁତ ଡର ଲାଗୁଛି.
ଅଭି-- କାହିଁକି?
ଲିପ୍ସା -- କେଜାଣି କାହିଁକି.. Teacher ମାନେ କେମିତି ହେଇଥିବେ ପିଲା ମାନେ ସବୁ କେମିତି ହେଇଥିବେ ଭାବିଲେ ଡର ଲାଗୁଛି.
ଅଭି -- ଆରେ ଏଇକଥା ମୁଁ ଅଛି ଡରନି. ଯାହା ପ୍ରୋବ୍ଲେମ ହବ ମତେ କହିବ. ମୁଁ ସବୁବେଳେ ତୁମ ସାଥିରେ ଥିବି...
ଲିପ୍ସା -- ହୋଉ ଠିକ ଅଛି.. ଏବେ ଚାଲ class କୁ ଯିବା
ଅଭି -- ok
ସତରେ ଲିପ୍ସା କେତେ ସୁନ୍ଦର, ହରିଣୀ ପରି ଆଖି ସାଙ୍ଗକୁ ପଦ୍ମ ପାଖୁଡା ପରି ଓଠ.. କାହିଁକି କେଜାଣି ତୁମକୁ ଯେତେ ଦେଖିଲେବି ଆଖି ଏମିତି ଲାଗିରହୁଛି..

ଲିପ୍ସା -- କଣ ହେଲା ଆସ class କୁ ଯିବା
ଅଭି -- ହମ୍ମ ଚାଲ
Class ରେ ସରଦିନ ମୁଁ ଏମିତି ଲିପ୍ସା କୁ ଚାହିଁରହିଥାଏ.. ମୁଁ ବୁଝିପାରୁନାଥାଏ ମୁଁ ଏଠି engineering ର କୋୖର୍ସ କରିବାକୁ ଆସିଛି ନା ଲଭ କୋୖର୍ସ..

Class ସରିଲା ଏବେ ଲଞ୍ଚ ବ୍ରେକ..
ଲିପ୍ସା -- ଅଭି ଆସ କଣ୍ଟିନରେ ଯାଇକି କିଛି ଖାଇବା ମତେ ବହୁତ ଭୋକ ଲାଗିଲାନି.. ଆଉ ଆଜି ମୁଁ ମୋ ମନ ପସନ୍ଦ ର ଖାଇବା ତୁମକୁ ଖୁଆଇବି.
ଅଭି -- ହୋଉ ଚାଲ ମ୍ୟାଡ଼ାମ...
ଲିପ୍ସା -- ମୋର ଭାତ ଆଉ ମାଛ ବହୁତ ପସନ୍ଦ ତମେ କଣ ଖାଇବ
ଅଭି -- ମୋର ତ ସବୁ କିଛି ପସନ୍ଦ ହେଲେ ଆଜି ତୁମ ପସନ୍ଦ ର ଖାଇବା ଖାଇବି..
ଖାଇବା ଖାଇସାରି ସାଙ୍ଗ ହୋଇ ଗାର୍ଡେନ କୁ ବାହାରିଲୁ.. ସେଠି ରଙ୍ଗ ବେରଙ୍ଗ ର ବହୁତ ଫୁଲ ଫୁଟିଥିଲା.. ଲିପ୍ସା ଦୌଡ଼ି ଯାଇ ଗୋଟେ ରେଡ rose ନେଇଆସିଲା ଆଉ ମତେ କହିଲା

ଲିପ୍ସା -- ଜାଣିଛ ଅଭି ଯେବେ ମୁଁ ମନ ଦୁଃଖରେ ଥାଏ ଆମ ଘର ବଗିଚା କୁ ଚାଲିଯାଏ ସେଠି ଏଇ ଗୋଲାପ ମାନଙ୍କ ଗହନର ବସିଗଲେ ମନକୁ ହାଲକା..
ଅଭି --- ଲିପ୍ସା ଗୋଟେ କଥା କହିବି,, ତମେନା ଏ ଗୋଲାପ ଠାରୁ ବି ଆହୁରି ସୁନ୍ଦର..
ଲିପ୍ସା ଟିକେ ଲାଜେଇଜାଇ
ଲିପ୍ସା -- କଣ ମିଷ୍ଟର ମତେ ଲାଇନ ମାରୁଛ (ଟିକେ ବଡ ଆଖି କରି )
ଅଭି -- (ଡରି ଡରି ) ନାଇଁ ନାଇଁ ଏମିତି କାହିଁକି ଭାବୁଛ ସତ କଥହ କହିଲି ଆଉ ଦେଖ ମୁଁ ସବୁବେଳେ ସତ କୁହେ,, ତମେ ଯଦି ଖରାପ ଭାବୁଛ ତାହାଲେ i am so sry

ଲିପ୍ସା --- (ମୁଁହ ଲୁଚାଇ )ହୋଉ ଛାଡ ସେସବୁ ଚାଲ class କୁ ଯିବା..
ଅଭି -- ଲିପ୍ସା ତମେ ରାଗୁଛ ମୋ ଉପରେ...
ଲିପ୍ସା -- ନାଇଁ ନାଇଁ ଚାଲ ଯିବା.

Clg ର ପ୍ରଥମ ଦିନ ଏମିତି କଟିଗଲା ରାତିରେ ମୁଁ ରୁମ ରେ ଶୋଇରହି ଭାବୁଛି

ଅଭି -- ସତରେ କଣ ଲିପ୍ସା ରାଗିଗଲେ କି.. ହଁ ରାଗିଥିବେ first day ଆଜି clg ରେ ଆଉ ଏତେବି ସମ୍ପର୍କ ଆମର ନାହିଁ ଏମିତି କହିବାରୁ ହୁଏତ ସେ ରାଗିଯାଇଥିବେ..
ଯାହା ହୋଉ କାଲି ଜଣା ପଡିବ....
ମୁଁ ମୋ ଡାଏରୀ ଖୋଲି ଲେଖିବା ଆରମ୍ଭ କାଲି.

ପ୍ରଥମ ଦେଖାରେ ରହିଗଲା ଏ ମନ ମୋର ତୁମ ପାଖରେ
ଭାବି ଭାବି ମୁଁ କବିତା ଲେଖୁଛି ଉଜାଗର ରହି ରାତିରେ
ସାଥିଟିଏ ହୋଇ ଚଳିବକି ତୁମେ ମୋ ସାଥେ ଏ ଦୁନିଆରେ
ମନ କଥା ମାନେ ରଖି ସୋଇଯାଉଛି ମୁଁ ରହିଲି ତୁମ ଅପେକ୍ଷାରେ....

ଲିପ୍ସା କୁ ଆଜି ନିଦ ହଉନାଥାଏ ସତେ ଯେମିତି କୁଆଁରୀ ଆଖିର ପହିଲି ସ୍ବପ୍ନ ଦେଖୁଛି....

ଲିପ୍ସା -- ଆଜି ପ୍ରଥମ ଦିନ କଟିଗଲା.. ବହୁତ ଭଲ ସାଙ୍ଗ ଟିଏ ପାଇଛି ମୁଁ,, ବହୁତ ଭଲ ସିଏ..

ଲିପ୍ସା ତା ଡାଏରୀ ଖୋଲି ତା ମନ କଥହ ଲେଖିଲା....

ବନ୍ଧୁ ଟିଏ ଖୋଜୁ ଖୋଜୁ ପାଇଗଲି ତୁମକୁ
ଜାଣିନି କାହିଁକ ଏ ମନ ଟାଣିହୁଏ ତୁମ ପାଖକୁ
ଲାଗେ ଆଜି ମତେ ଛୁଇଁ ଯାଇଛି ଫଗୁଣ
ଇଚ୍ଛା ହୁଏ ଦେଖିବାକୁ ସୁନେଲି ସ୍ବପ୍ନ

ଆରେ ଇଏ କଣ ଏମିତି କଣ ସବୁ ଲେଖୁଛି ମୁଁ ସିଏ କିଏ ମୁଁ ଜାଣିନି ଗୋଟେ ଦିନରେ କଣ କେବବ ପ୍ରେମ ହୁଏ.. ନାଇଁ ନାଇଁ ଏସବୁ ଭୁଲ. ଏବେ ସୋଇପଡ଼େ କାଲି clg ଯିବାର ଅଛି...
***** **********-** ***************
ରାତି ପାହି ସକାଳ ହେଲା ମାଆ ର ଡାକରେ ନିଦ ଭାଙ୍ଗିଗଲା..

ମାଆ -- (ଅଦିତି ସାମନ୍ତରାୟ ) ଉଠୁ ଜଲଦି clg ଯିବୁ ପରା ସ୍ନେହରେ ଆସି ମୋ ମୁଣ୍ଡରେ ହାତମାରି ଉଠେଇଲେ....
ଆଉ କହିଲେ ଜଲଦି ରେଡି ହେଇଜା ଟିଫିନ ଟେବୁଲ ଉପରେ ଅଛି ଖାଇଦେବୁ.... ଏତିକି କହି ସେ ଚାଲିଗଲେ ବାପାଙ୍କୁ ଚା ଦେବାକୁ..

ସତରେ ମା ହୋଉଛି ସବୁଠୁ ସ୍ନେହୀ ଭଗବାନ ସବୁବେଳେ ମୋ ମା କୁ ଏମିତି ରଖିଥାନ୍ତୁ ଆଉ ବାପାଙ୍କୁ ବି..
ଏତିକିରେ ବାପା ଡାକିଲେ ମତେ

ବାପା --(ସୁଧାକର ସାମନ୍ତରାୟ ) ଅଭି ଆଜି clg ରୁ ଆସିଲେ ଆମ ହୋଟେଲ କୁ ଯିବୁ ସେଠୁ ଏ ମାସର bill ନେଇଆସିବୁ...ମୋର କାମ ଅଛି ସାଙ୍ଗ ଘରକୁ ଯିବି ଭୁବନେଶ୍ୱର ରେ ଗୋଟେ new ହୋଟେଲ ଖୋଲିବାର ଅଛି ସବୁ formality ସାରି ଆସିବି...

ଅଭି =-- ହୋଉ ବାପା ଠିକ ଅଛି...

Clg ରେ 2nd day...

ଲିପ୍ସା -- ଅଭି ଗୂଡ଼ ମର୍ନିଙ୍ଗ
ଅଭି -- ଭେରୀ ଗୂଡ଼ ମର୍ନିଙ୍ଗ
ମ୍ୟାଡ଼ାମ ତାହାଲେ ରାଗିନାହାନ୍ତି.. ମୁଁ ଖାଲିଟାରେ ଡରୁଥୁଲି ଯାହା..

ଲିପ୍ସା -- ଅଭି କାଲି ତ ମୁଁ ମୋ ବିଷୟରେ କିଛି କହିନୀ କି ତୁମକୁ ବି ପଚାରିନି ଆଜି ଆମେ ଆମ ଦୁଇ ଜଣଙ୍କ ବିଷୟରେ ଜାଣିବା..

ଅଭି -- ହୋଉ ଠିକ ଅଛି... ତମେ ଆଗେ ତୁମ ବିଷୟରେ କୁହ.

ଲିପ୍ସା.... ମୋ ନାଁ ଅଭିଲିପ୍ସା ପଟନାୟକ. ଆମ ଘର cuttack ରେ ସେଠି ଗୋଟେ ଛୋଟ ଗାଁ ରେ, ଗାଁ ପାଖରେ ଛୋଟ ନଦୀଟିଏ ବୋହିଯାଇଛି, ବାପା (ସଦାଶିବ ପଟନାୟକ ) ହେଡମାଷ୍ଟର ଅଛନ୍ତି ଆମ ଗାଁ ସ୍କୁଲ ରେ ଆଉ ମା, (ଶାନ୍ତିଲତା ପଟନାୟକ ) ସିଏ ହୋଉଛନ୍ତି ଜଣେ ଗୃହିଣୀ,, ତାଙ୍କ ହାତରନ୍ଧା ଯିଏ ଥରେ ଖାଇଛି କେବେବି ଭୁଲିବନି,, ଘରେ ମୋର ଛୋଟ ଭାଇଟିଏ ନାଁ ତାର (ଚିନ୍ମୟ ) ସିଏ ଏବେ 8th class ରେ ପଡୁଛି ଆମ ଗାଁ ସ୍କୁଲ ରେ ହସ ଖୁସିର ଛୋଟ ପରିବାର ଟିଏ ଆମର... ଏବେ ତୁମେ କୁହ

ଅଭି -- ମୁଁ ଅଭିମନ୍ୟୁ ସାମନ୍ତରାୟ ଘର ମୋରି ଏଠି ମାନେ (ଗୋପାଳପୁର ରେ ) ବାପା (ସୁଧାକର ସାମନ୍ତରାୟ ) ସିଏ ଜଣେ ବିଜନେସ man ବହୁତ ବଡ ନୁହେଁ ବାସ କିଛି ହୋଟେଲ ଅଛି ଆମର ଏଠି କେବେ free ହେଲେ ନେଇଯିବି ଆମ ହୋଟେଲ ku ଆଉ ମାଆ (ଅଦିତି ସାମନ୍ତରାୟ ) ସିଏ ଜଣେ ଗୃହିଣୀ ବହୁତ ସ୍ନେହୀ କେବେ ରାଗିବାର ଦେଖିନି ତାଙ୍କୁ ଘର କହିଲେ ଆମେ 3 ଜଣ..

ଅଭି -- ଆଛା ତମର ଏଠି କିଏ ସମ୍ପର୍କୀୟ ଅଛନ୍ତି ନାଁ ହଷ୍ଟେଲ ରେ ରହୁଛ?
ଲିପ୍ସା --- ନାଇଁ ହଷ୍ଟେଲ ରେ ରହୁଛି..

ଏମିତି କଥା ଭିତରେ ଜଣେ ଝିଅ ଆସି ଲିପ୍ସା ପାଖରେ ଠିଆ ହେଲେ ଲିପ୍ସା ମତେ ତା ସହ ପରିଚୟ କରେଇଦେଲା ଯେ ଇଏ ହୋଉଛି ତା ସାଙ୍ଗ ମଧୁ... ସେଇଦିନଠୁ ଆମେ 3ଜଣ ବହୁତ ଭଲ ସାଙ୍ଗ ହେଇଗଲୁ ଏମିତି ଦେଖୁ ଦେଖୁ 1ବର୍ଷ କଟିଗଲା.. ହେଲେ ମୁଁ କେବେ ମନ କଥା କହିନି ଲିପ୍ସା ଙ୍କୁ.....

ତା ପରେ ହଟାତ ଦିନେ ***?
*********--************-----*********
Next part comming soon ରହସ୍ୟ ଆଉ ରୋମାନ୍ସ ଭରା..

ପ୍ରଥମ ଭାଗ ହୁଏତ ଏତେ ଖାସ ନଥାଇ ପରେ ହେଲେ 2ଣ୍ଡ part ଠୁ କାହାଣୀ ରେ ଏକ ଭିର୍ଣ୍ଣ ମୋଡ ଆସିବ