My heart is my heart by Amit Kumar in Odia Motivational Stories PDF

ମୋ ହୃଦୟ - ମୋ ହାର୍ଟ

by Amit Kumar in Odia Motivational Stories

ହୋସ୍ ଆସିଲା ପରେ ମୋ ଭିତରେ ମୋ "ହାର୍ଟ "ରେ ଅଜବ ଏକ ଅନୁଭବ ହେଉଥିଲା।ବୁଝି ପାରୁନାହିଁ "ହାର୍ଟ" ଟି କାହିଁକି ଏପରି ହରକତ୍ କରୁଛି।ହସ୍ପିଟାଲରୁ ଡିସଚାର୍ଚ୍ଚ ହୋଇ ଘରକୁ ଆସିଲି।ଖୋଜିଲି ସାମ୍ରାଟଙ୍କୁ।ମାଆ ସମ୍ରାଟ କାହାନ୍ତି?ବାବା ସମ୍ରାଟ?ସମସ୍ତେ ଚୁପ୍।ଯେତେବେଳେ ଯାହା ପଚାରିଲେ ଏମାନେ ଚୁପ୍ ରୁହନ୍ତି କାହିଁକି ଯେ? ହଁ ସବୁଦିନ ତ ଏମିତି।ଇଏ ...Read More