Rajjema of Durdesh ️️... - 2 books and stories free download online pdf in Odia

ଦୁରଦେଶର ରାଜଜେମା ️️... - 2

କାହାଣୀର ପ୍ରଥମ ଭାଗ ପଢିବାକୁ ଅନୁରୋଧ...

###******* *********** **********

ତା ପରଦିନ ଆକାଶ ବୋଲି ପିଲାଟିଏ ଆସି ଲିପ୍ସାକୁ ହାୟ ବୋଲି କହିଲା,, ସେ ପିଲାକୁ ଦେଖି ମନରେ ଅନେକ ପ୍ରଶ୍ନ ଚାଲିଲା କିଏ ଇଏ, କଣ ହେଇଥିବ ଲିପ୍ସା ସହ ସମ୍ପର୍କ, ଏମିତି ଅନେକ କିଛି..
.
ଲିପ୍ସା -- ଆରେ ଆକାଶ ଆସ,,ଇଏ ହୋଉଛନ୍ତି ଆକାଶ ମୋ ପିଲା ବେଳର ପ୍ରେମ 8th class ରୁ ଆମେ ପରସ୍ପର ku ଭଲପାଉଛୁ ମୁ ଏବେ ଜାଣିଲି ଯେ ସିଏ ଆମ clg ରର ପଢୁଛନ୍ତି ବୋଲି,, ସିଏ 2ଣ୍ଡ year ରେ ନାଁ ଲେଖେଇଛନ୍ତି 2ଦିନ ହବ,,ଆଜି ମୁଁ ବହୁତ ଖୁସି ମୋ ଆକାଶ ଙ୍କୁ ପାଇଯାଇଛି,,, ok ଅଭି ଏବେ ଆମେ ଯାଉଛୁ ଲଞ୍ଚ time ରେ ଦେଖା ହବା....

ଲିପ୍ସା ଆକାଶ ର ହାତ ଧରି ଚାଲିଯାଉଥାଏ... ମୁଁ ତାକୁ ସେମିତି ଚାହିଁରହିଥାଏ,, ସିଏ ଗଲା ପରେ....

ମଧୁ -- କଣ ହେଲା ଅଭି, ଏମିତି ଚାହିଁରହିଛ ଲିପ୍ସା କୁ?
ଅଭି -- କିଛି ନାହିଁ ବାସ ଏମିତି... ମନର କଷ୍ଟ କାହାକୁ କହିବି,,
ମୋ ନୀରବତା କୁ ଭାଙ୍ଗି ମଧୁ କହିଲା...

ମଧୁ --- ଜାଣିଛି ତମେ ତାକୁ ଭଲପାଅ ଆଉ ଭୁଲ ବି ତୁମର ଏତେଦିନ ହେଲା କହୁନଥିଲ କାହିଁକି ଦେଖ ଆଜି ସିଏ ଆଉ କାହା ହାତଧରି ଚାଲିଯାଉଛି.. କହିବ ଯଦି କହିବି ତୁମକଥା ତାକୁ...

ଅଭି -- ପାଗିଲି ହେଇଗଲକି ସିଏ ଆଉ କାହାକୁ ଭଲପାଉଛି ଏକଥା କହିଲେ କଣ ହବ ଜାଣିପାରୁଛ ଆମ ବନ୍ଧୁ ସମ୍ପର୍କ ବି ଭାଙ୍ଗିଯିବ.. ଛାଡ ମୋ ଭାଗ୍ୟରେ ଯାହା ଅଛି...

ମଧୁ -- ଦୁଃଖ ଲାଗୁଛି ତମ କଥା ଶୁଣି, ଯଦି କେବେ କିଛି ହେଲ୍ପ ଦରକାର ହୁଏ କହିବ ମୁଁ ଅଛି...

ଅଭି --- ଆଉ ଗୋଟିଏ କଥା.. ମୁଁ clg ଛାଡି ଚାଲିଯାଉଛି, ଭୁବନେଶ୍ୱର ରେ ବାପା new ହୋଟେଲ ବାନେଇଛନ୍ତି ସେଠି ରହି ହୋଟେଲ କଥା ବୁଝିବି ଆଉ ବୋଷ engineering clg କୁ ଟ୍ରାନ୍ସଫର କରିଦେଇଛି ମୁଁ... ଏଇ କଥା କହିବାକୁ ଆସିଥିଲି,, ହୋଉ ଆସୁଛି ମୁଁ...

ମଧୁ -- ଏ କଣ କହୁଛ ହଟାତ ଏମିତି,,?
ଅଭି =-- ହଁ ମଧୁ ମୁଁ ଯାଉଛି ଲିପ୍ସା କୁ ଜଣେଇଦେବ, ଆସୁଛି
ମଧୁ -- ଠିକ ଅଛି ଅଭି... ନିଜର ଯତ୍ନ ନବ
ଅଭି --- ଶୁଭ ବିଦାୟ.

******** ********* ******** ********
ମଧୁ -- ଲିପ୍ସା ଜାଣିଚୁ ଅଭି clg ଛାଡି ଚାଲି ଯାଇଛି..
ଲିପ୍ସା -- କାହିଁକି, ଏମିତି କଲେ ଅଭି
ମଧୁ -- ତା ବାପାଙ୍କର ଭୁବନେଶ୍ୱର ରେ new ହୋଟେଲ ଖୋଲିଛନ୍ତି ସେଠି ବୋଷ engineering clg ରେ ପଢିବା ସହ ହୋଟେଲ ର ବୁଝା ବୁଝି କରିବ ସେ...
ଲିପ୍ସା -- ହେଲେ ମତେ ଜଣେଇଲେଣି ଚାଲିଗଲେ?
ମଧୁ -- ତତେ କହିବାକୁ ଆସିଥିଲା ଦୁଇଟି କଥା
1/ସିଏ ଭୁବନେଶ୍ୱର ଚାଲିଯିବ ଆଉ 2ଣ୍ଡ ଟି ହେଲା.....(ଅଧାରେ ରହିଗଲା )
ଆଉ କଣ ଲିପ୍ସା ପଚାରଲା..

ମଧୁ -- କିଛି ନୁହଁ ତୁ ତୋ ପ୍ରେମିକ ସହ ଚାଲି ଆସିଲୁ ଏବେ କାହିଁକ ପଚାରୁଚୁ..
ଲିପ୍ସା -- କହ ଆଉ କଣ କହିଥାନ୍ତେ ସିଏ...?
ମଧୁ -- ନାଇଁ ଅଭି ମନା କରିଛି କହିବାକୁ.. ହୋଉ ଚାଲ ଯିବା ହଷ୍ଟେଲ କୁ ବହୁତ tide ଲାଗୁଚି.
ଲିପ୍ସା --- ଠିକ ଅଛି ଚାଲ ଯିବା...

ଏପଟେ ମୁଁ ଟ୍ରେନ ରେ ଚାଲିଯାଉଥାଏ ନିଜ ନୂଆ ସହର କୁ.. ମନରେ ଅନେକ ପ୍ରଶ୍ନ ଉଠୁଥାଏ... ମାନେ ମାନେ ଭାବୁଥୁଲି ଭୁଲ ମୋର ଥିଲା,, କାହିଁକି କହିବାକୁ ଏତେ ସମୟ ଲଗେଇଲି.. ଆଉ ଆଜି ଯେବେ କହିବାକୁ ଗଲି ସିଏ ଆଉ କାହା ହାତଧରି ଚାଲିଗଲା କାହିଁକ ଏମିତି ହୋଉଛି... ଏତିକି ଭିତରେ ଟ୍ରେନ ଆସି ପହଂଚିଗଲା ଭୁବନେଶ୍ୱର ରେ. ମୁଁ ଟ୍ରେନ ରୁ ଓଲ୍ହାଇ ଚାଲିଲି ହଷ୍ଟେଲ କୁ..

********** ********* ********* ***

ରାତି 11ଟା ଲିପ୍ସା କୁ ଆଜି ନିଦ ନାହିଁ ନିଜ ପ୍ରେମିକ ଆକାଶକୁ ପାଇଁ ଯେତେ ଖୁସି ଲାଗୁଥାଏ ଅଭି ଏମିତି ଚାକିଯିବାରୁ ସେତିକି ଦୁଃଖ ବି ଲାଗୁଥାଏ.. ସେପଟୁ ମଧୁ ଆସି..

ମଧୁ --- ଲିପ୍ସା କଣ ଭାବୁଛୁ.. ଆକାଶ କଥା ନାଁ ଅଭି କଥା.

ଲିପ୍ସା -- କାହିଁକି କେଜାଣି ଭଲ ଲାଗୁନି ଆକାଶ ପାଇଁ ଯେତେ ଖୁସି ଲାଗୁଚି ଅଭି ପାଇଁ ସେତେ ଦୁଃଖ ବି ଲାଗୁଚି କଣ ପାଇଁ ଚାଲିଗଲେ ସେ ଗଲେ ଯଦି ମତେ କହିଲେନି କାହିଁକି ମତେ ଆସି କହିଦେଇଥିଲେ କଣ ହେଇଥାନ୍ତା ଆଉ ତୁ ମତେ ଆଉ ଗୋଟେ କଥା କହିଲୁନି କାହିଁକ.

ମଧୁ --- କଣ କହିବି ଏଇୟା କି ଅଭି ତତେ ଭଲପାଏ.....
ଲିପ୍ସା -- କଣ କହୁଚୁ ମଧୁ ଏ କଥା କଣ ସତ... ତାହାଲେ ସିଏ ଆଗରୁ ଏକଥା କାହିଁକି କହିଲେନି..ଆଉ ମୁ ତ ଆଉ ଜଣଙ୍କୁ ଭଲ ପାଏ ଅଭି ମୋର ଜଣେ ଭଲ ବନ୍ଧୁ....


ମଧୁ -- ସିଏ ତ ଜାଣିନଥିଲା ନାଁ ଏକଥା ଯେତେବେଳେ ଜାଣିଲା ଚାଲିଗଲା ସେ,,ତତେ ଦେଖା କରି ସିଏ କଷ୍ଟ ପାଇବାକୁ ଚାହୁଁନଥିଲା..
ହୋଉ ଛାଡ଼ ସେ ସବୁ ସୋଇପଡ଼ କାଲି mng class ଅଛି..
--------------------- ------------------ ------------**-
ଭୁବନେଶ୍ୱର. ରାତି 12ଟା. ମୁଁ ଚେଇ ରହି କେତେ କଣ ଭାବୁଛି..
ସତରେ ଲିପ୍ସା ତମ କଥା ବହୁତ ମାନେ ପଡୁଛି କାହିଁକି କେଜାଣି ଏ ଲୁହ ଆଜି ମୋ କଥା ମାନୁନି,, ମୁଁ ଆଉ ଲୁହ ଝରେଇବିନି ମୁଁ ଚାହେଁନି ମୁଁ ଲୁହ ଝରେଇ ତୁମକୁ କଷ୍ଟ ଦିଏ ବୋଲି.....
ଡାଏରୀ ଖୋଲି ଲେଖିବା ଆରମ୍ଭ କାଲି.....

ତମେ ଅଶାନ୍ତ ସାଗରର ଜୁଆର..
ମୁଁ ସାଗର କୂଳେ ଗଢ଼ା ଛୋଟ ବାଲିଘର
କେମିତି ମତେ ତୁମେ ଭଲପାଇପାରିବ
ଭାଙ୍ଗିଯିବ ମୋ ଶରୀର.......

************ ********** ********

ଗୋପାଳପୁର.. ଲିପ୍ସା ଜଲଦି ଉଠ clg ଯିବା late ହେଲାଣି.. ଲିପ୍ସା ଜଲଦି ଉଠିପଡ଼ି ନିତ୍ୟକର୍ମ ସାରି ବାହାରିଲା clg କୁ...

ଆକାଶ --- ହାୟ ଗୂଡ଼ ମର୍ନିଙ୍ଗ cuty
ଲିପ୍ସା --- ଗୂଡ଼ ମର୍ନିଙ୍ଗ ଆକାଶ..
ମଧୁ -- ଗୂଡ଼ mng ନା ଛେନା.(ମାନେ ମନେ ). ଲିପ୍ସା ଖରାପ ଭାବିବୁନି ଯଦି ଗୋଟେ କଥା କହିବି..
ଲିପ୍ସା ---ହଁ କହ.. ଖରାପ କାହିଁକି ଭାବିବି..
ମଧୁ -- ମୋ ସାଙ୍ଗରେ ଆସେ ଏଠି ନୁହଁ...
ଲିପ୍ସା --- ଆକାଶ ଟିକେ ଅପେକ୍ଷା କର ମୁଁ ଆସେ.
ଆକାଶ --- ଠିକ ଅଛି..
ମଧୁ =- ଦେଖ ଲିପ୍ସା ମତେ କାହିଁକି କେଜାଣି ଆକାଶ ଠିକ ଲାଗୁନି.. ମତେ ଲାଗୁଚି ସିଏ ତୋ ସହ ଟିମ୍ଇପାସ୍ କରୁଛି .
ଲିପ୍ସା -- ଟିକେ ରାଗିଯାଇ /// ଏମିତି କଣ କହୁଚୁ ତତେ ମୁଁ ମୋ ସାଙ୍ଗ ଭାବେ ଟା ବୋଲି ତୁ ଯାହା ଇଛା କହିବୁ. ଛୋଟୋବେଳୁ ଆମର ଭଲପାଇବା ଆଉ ଶୁଣ ଆଜିଠୁ ତୁ ତୋ ବାଟରେ ମୁଁ ମୋ ବାଟରେ.
(ଲିପ୍ସା ଚାଲିଯାଉଥାଏ )

ଆକାଶ -- କଣ କଥା ହୋଉଥୁଳ.
ଲିପ୍ସା--- କିଛି ନୁହଁ ଛାଡ ସେସବୁ ଚାଲ ଆମେ ଯିବା..

******** ************ **********
ଭୁବନେଶ୍ୱର / ଆଜି ଦିନଟା କାହିଁକି କେଜାଣି ରଙ୍ଗହୀନ ଲାଗୁଚି.. ଏମିତି ଭାବୁଭାବୁ clg ସାମ୍ନାରେ ପହଂଚିଗଲି ମୁଁ,, clg ରେ 2ଦିନ ଭିତରେ 2ଜଣ ଭଲ ସାଙ୍ଗ ମୋର ହେଇଗଲେ.. ରୋମିତ ଓ ଲକି.
ରୋମିତ --- ବୁଝିଲୁ ଲକି ଅଭି ର ମୁହଁରେ ହସ ଆମେ 2ଦିନ ହେଲା ଦେଖିନାହାନ୍ତି
ଲକି --- ହଁ ସତ କଥା, ଲଭ ପ୍ରୋବ୍ଲେମ ହେଇଥିବ. କହି ହସିଉଥିଲେ 2ଜଣ

ଅଭି -- ସରିଲା ସବୁ ନା ବାକିଅଛି ଆଉ କିଛି
ଲକି -- କଣ ରାଗିଗଲେ କି ଅଭି ମନେ ଲିପ୍ସା ର ପ୍ରେମିକ.
ଅଭି --- ତୁ କେମିତି ଜାଣିଲୁ ଲିପ୍ସା ବିଷୟରେ..?
ଲକି -- ଆରେ ମଧୁ ଆମ ଗାଁ ଝିଅ ସିଏ କହୁଥୁଲା ତୋ ବିଷୟରେ କେମିତି ପ୍ରଥମ ଦିନରୁ ପ୍ରେମ କରୁଥୁଲୁ ଆଉ ଯୋଉଦିନ କହିବାକୁ ଗଲୁ ସିଏ ଆଉ କାହା ହାତଧରି ଫୁର ହେଇଗଲା (କହି ହସିଲେ )

ଅଭି -- ମଧୁ ତୋ ସାଙ୍ଗ ତାହାଲେ ହୋଉ...
ଏତିକି ବେଳେ ମୋ ଫୋନେ ରିଙ୍ଗ ହେଲା...
ସେପଟୁ ମଧୁ....
Madhu-- ଜାଣିଛ ଅଭି ମତେ କାହିଁକି ସେ ପିଲା ଠିକ ଲାଗୁନି ଆଉ ଆଜି ଏକଥା ଲିପ୍ସା କୁ କହିବାରୁ ସେ ମୋ ସହ ସମ୍ପର୍କ ଭାଙ୍ଗିଦେଲା,, ଲିପ୍ସା ବହୁତ ବଡ ଭୁଲ କରିବାକୁ ଯାଉଛି କଣ କରିବି ଜାଣିପାରୁନି

ଅଭି --- ତମେ ଗୋଟେ କାମ କର ସେ ପିଲା ଉପରେ ନଜର ରଖ ସେ କଣ କରୁଛି କୁଆଡେ ଯାଉଛି ସବୁ କିଛି ଯଦି କିଛି ପ୍ରମାଣ ମିଳୁଛି ତାହାଲେ ତାକୁ ତୁମ mobile ରର ରେକର୍ଡ କର ଆଉ ଲିପ୍ସା କୁ ଦେଖାଅ.... ଆଉ ମୁଁ ମୋ ସାଙ୍ଗ ମନକୁ କହିକି ସେ ପିଲା ବିଷୟରେ ସବୁ ଖବର ବାହାର କରୁଛି.. ହୋଉ ମଧୁ ମୁଁ ରହିଲି ରୁମ କୁ ଗଲେ call କରିବି....

ଠିକ ଅଛି କହି call କାଟିଦେଲା ମଧୁ...

ମୁଁ ଏବେ ମୋ ଗୁଇନ୍ଦା ବିଭାଗ ମନେ (ମୋ ସାଙ୍ଗ ) ମାନଙ୍କୁ ସେ ପିଲାର ଫୋଟୋ ପଠେଇଲି ଆଉ କହିଲି ଏ ପିଲା ବିଷୟରେ ଖବର ବାହାର କର ମୋ କଥା ମାନି ମୋ ସାଙ୍ଗ ମନେ ସେ ପିଲାର ସବୁ ଖବର ବାହାର କଲେ ଆଉ ମୁଁ ଯାହା ଦେଖିଲି ଆଶ୍ଚର୍ଯ୍ୟ ହୋଇଗଲି

ସେ ପିଲାର ବହୁତ ଝିଅଙ୍କ ସହ ସମ୍ପର୍କ ଥିଲା ଆଉ ସବୁଠୁ ବଡ କଥା ସେ ପିଲା ନିଜ ପ୍ରେମରେ ଫସେଇ ଝିଅଙ୍କୁ ଖରାପ କାମରେ ଲାଗୁଏ ଆଉ ବହୁତ ଅର୍ଥ ରୋଗଗାର କରେ... ମୁଁ ପାଇଥିବା ଫୋଟୋ ଭିଡିଓ ସବୁ ମଧୁକୁ ପଠେଇଦେଲି...

ମଧୁ...= ଅଭି ତମେ ଆଜି ବହୁତ ବଡ ବିପଦରୁ ବଂଚେଇଦେଲା ଲିପ୍ସା କୁ.. ମୁଁ ତାକୁ ଏସବୁ ଦେଖେଇବି thanks ଅଭି.

ଅଭି -- ଧନ୍ୟବାଦ କହିକି କହୁଚ, ମୋ କର୍ତବ୍ୟ ମୁଁ ପୁରା କରୁଛି ବାସ..
*****ରାତିରେ ଲିପ୍ସା ରୁମ କୁ ଆସିବା ପରେ ମଧୁ ତା ପାଖକୁ ଗଲା ଲିପ୍ସା ମଧୁକୁ ଦେଖି କହିଲା..

ଲିପ୍ସା == କଣ ହେଲା ମନା କରିଥିଲି ନା ମୋ ସହ ମିଶିବୁନି ପୁଣି କହିକି ଆସିଛୁ,
ମଧୁ ==ଲିପ୍ସା ତତେ କିଛି ଦେଖେଇବାର ଅଛି ଦେଖ.......
ଲିପ୍ସା == ଏମିତି ହେଇପାରିବନି ସିଏ ମତେ ବହୁତ ଭଲପାନ୍ତି ଏମିତି କେମିତି କରିପାରିବେ,, ହେ ଭଗବାନ କଣ ସବୁ ହେଇଯାଉଛି..
ଏତିକି କହି ଲିପ୍ସା କାନ୍ଦିବାକୁ ଲାଗିଲା. ମଧୁ ତାକୁ ବୁଝେଇବାକୁ ଯାଇ କହିଲା ଦେଖ ତତେ କହିଥିଲି ସେ ପିଲା ଠିକ ନୁହଁ ତୁ ଶୁଣିଲୁନି ଏବେ ଦେଖିଲୁ,, ଯାହା ହୋଉ ଠିକ ସମୟରେ ଅଭି ବଂଚେଇଦେଲା ନହଲେ କଣ ହେଇଥାନ୍ତା....

ଲିପ୍ସା == ଅଭି ମନେ?. କେମିତି
ମଧୁ == ସିଏ ତା ସାଙ୍ଗ ମାନଙ୍କ ସାହାଯ୍ୟରେ ଆକାଶ ବିଷୟରେ ଖବର ବାହାର କରିଲେ ଆଉ ମତେ ପଠାଇଲେ ତୁ ଗୋଟେ କାମ କର ଆକାଶ ଠାରୁ ଦୁରେଇ ଯା.. ତାକୁ ମନା କରିଦେ

ଲିପ୍ସା == ହଁ ଠିକ କହିଚୁ...

Next part comming soon
###କଣ ହବ ଆ ପରେ କଣ ଆକାଶ ଦୂରେଇଯିବ ଲିପ୍ସା ଠାରୁ ନାଁ କିଛି ଯୋଜନା କରିବ ଲିପ୍ସା କୁ ପାଇବା ପାଇଁ...

ଅପେକ୍ଷା କରନ୍ତୁ ଆଗାମୀ ଅଧ୍ୟାୟ କୁ ❤️