reunion books and stories free download online pdf in Odia

ପୁନଃ ମିଳନ

ହାଜାର ଶହ ବର୍ଷ ପୁରୁଣା ରହସ୍ୟ

ଆଜକୁ ପ୍ରାୟ ହଜାରରୁ ଅଧିକ ବର୍ଷ ବିତିଯାଇଥିଲେ ମଧ୍ୟ ଭଲ ପାଇବା କେବେ ବି ଦୁରେଇ ଯାଏ ନାହିଁ । ଗୋଟିଏ ଦିନ ର କଥା
ପୂଜା ଯାଇଥିଲା ଓ ବିନୟ ଯାଉ ଯାଉ ପୂଜା ସହ ଧକ୍କା ହୋଇ ଗଲା ଜାଣି ପାରୁନି ମୋର ଭୁଲ୍ ହୋଇଯାଇଛି ମତେ ଛାଡ଼ିଦିଅ ।
ଠିକ୍ ଅଛି ତୁମ ନାଁ ମୋ ନାଁ ବିନୟ ଆପଣଙ୍କ ନାମ ମୋ ନାଁ ପୂଜା ତୁମେ ବିନୟ ସବୁ ବେଳେ ଏହି ସୁନ୍ଦର ପ୍ରାକୃତିକ ଜାଗା ଦେଖିବାକୁ ଆସ ହଁ ମୁଁ ସବୁବେଳେ ଏହି ଜାଗା ଦେଖିବାକୁ ମିଳିଥାଏ ବୋହୁତ ସୁନ୍ଦର ଦେଖା ଯାଉଛୁ ।



ମୁଁ ଭଲ ଗୀତ ଗାଇବାରେ ହେଲେ ବିନୟ ତୁମେ ଗୋଟିଏ ଭଲ ସଂଗୀତ ଗାଆନ୍ତୁ । ହଁ ମୁଁ ଗାଉଛି ତୁମେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯୀବ ।

ଶୁଣ - ପ୍ରିୟା ସିନା ପାଖେ ନାହିଁ
ଅହିତ ସୁଦୂରେ କାହିଁ
ଗୀତ ଲେଖା ତେଣୁ ମୋର

କେବେ ତ ସରେ ନା,

ଭାବେ ସେ ଆସିବ ଯଦି

ବୁହାଇ ଅଶୁନଦୀ

ଦେବି ତା ହାତରେ ନେଇ ନକରୁ ପଛେ ସେ ଘେନା ।

ମୁଁ ଦେଖୁ ପାରୁନି ସିନା କୋଉଠି

ସେ କରେ କ’ଣ ଅଗଣାରେ

ବୁଲୁଚି କି ଖୋଲିଚି ସେ ବାତାୟନ,

ମୋ ପୁରୁଣା ଚିଠି ଧରି ଆକୁଳ

ଆବେଗେ ଥରି ପଢୁଚି କି

ଲୁହ ଢାଳି କିଛିତ ମୁଁ ଜାଣେନା ...

ହାୟ ମୁଁ ପ୍ରେମିକ ହେଇ

କାହିଁକି କବିତା ଲେଖୁ

କି ଭୁଲ୍ ସତରେ କଲି

ଏମିତିକା ଝୁରି ମଲି

ଭାବ କଳପନା ବନେ ଖୋଜା

ଖାଲି ଅକାରଣେ ପକ୍ଷୀପରି ଉଡ଼ିଯିବି

କାହିଁବା ଖୁଆଲି ଡେଣା ...

ଅଲାଜୁକ ପଣିଆରେ ଶେଷ କି ହବନି

କେବେ ଖାଲି ସ୍ମୃତି ଆଉ ବ୍ୟଥା ମଶାଣି

ଭୂଇଁକୁ ନେବେ ଜଳିଯିବ

ଏ ପ୍ରୀତିର କୁସୁମ ହୁସନ ହେନା

ମୋର ଜୀବନର ଯେତେ ଆଶା

ଯେତେ ଆଶାର କୁସୁମ କଳି

ତୁମେ ଫୁଟାଅ ପ୍ରିୟତମହେ

ତୁମ ସେନେହ କିରଣ ଢାଳି ॥

ତୁମେ ଭରି ଦିଅ ମୋର ବୀଣୀରତାରେ ମିଳନର ମଧୁଗାନ

ତୁମେ ଉଚ୍ଛାଳି ଦିଅ ହ୍ରଦ ଦରିଆରେ

କଳ କଲ୍ଲୋଳତାନ

ତୁମେ ଆସ ହେ ଆଲୋକ ଅନ୍ଧାରେ ଜାଳି

ପ୍ରଳୟର ଦୀପାବଳୀ |

ଏତେ ଲୋଭ ଲାଳସାଏ ବୁକେ

ଚାହେଁ ଏକା ସବୁ ଲୁଟି ନେବି,

ଏତେ ଗର୍ବ ଗାରିମା ମନେ ଭାବେ

ସବୁ କିଛି ଜାଳି ଦେବି I

ତୁମେ ଚୂର୍ଣ୍ଣ କର ସେ ମୋହ

ତୁମେ ପାଦତଳେ ଦିଅ ଦଳି I

ଆଜି ଶେଷ ଜୀବନରେ ଯଦି

ମୋର ଭୁଲ୍ ମୁଁ ପାରିଚି ବୁଝି

ମତେ କ୍ଷମା କରି ଦିଅ ପ୍ରଭୁ

ଦେଖା ଦିଅ ଅଛ କାହିଁ ଲୁଚି

ମୁଁ ଯେ ଅନ୍ଧାରେ ଦିଗହରା

ଢାଳ ହାସ ବିଦ୍ୟୁତ ଝରା

ମନ ପ୍ରାନ୍ତରେ ମମ ଅନ୍ତରେ

ପ୍ରୀତି ଛନ୍ଦରେ ଉଠ ଝଳି ॥

ନୂଆ ବନ୍ଧୁ ତୁମେ ଭଲ ସଂଗୀତ ଗାଇପାର । ମୁଁ ଜାଣିନି ନଥିଲି ।

ଆଜି ଠାରୁ ଆମେ ନୂଆ ବନ୍ଧୁ ସତରେ ପ୍ରିୟତମା ମୋ ସଂଗୀତ ବୋହୁତ ଭଲ ଲାଗେ ହେଲେ ମୁଁ ସବୁକିଛି କରିପାରେ ଯେ ପରି ମୁଁ ଏବେ ସଂଗୀତ ଗାଇବାରେ । ନାଟକ ଓ ଧାରାବାହିକ କାଳ୍ପନିକ କାହାଣୀ, ଗପ, ଗୀତ ଓ ଆଲବମ ଗୀତ ବି ନିଜେ ନିଜେ ଲେଖିପାରୁଛି। ତାପରେ ସେମାନେ ଏହି ସୁନ୍ଦର ପ୍ରାକୃତିକ ପରିବେଶରେ ଦେଖି ଖୁସି ହୋଇଗଲେ ।

କିଛି ସମୟ ପରେ ....

ପୂଜା ଙ୍କ ବାପା ଭାବିଲେ ପୂଜା ଏତେ ବେଳେ ହେଲାଣି ସେ କୁଆଡେ ଗଲା। ବବି ଭାଉଜ ପୂଜା କୁଆଡେ଼ ବାହାରକୁ ଯାଇଛି।
ଏ ପର୍ଯ୍ୟନ୍ତ ସେ ଆସି ନାହାନ୍ତି। ପୂଜି ଆସିବ ଭାଇ ତୁ ହଁ ପୂଜି ପାଇଁ ତୁ ବୋହୁତ ବ୍ୟସ୍ଥା ଅଛୁ ହଁ ଭାଉଜ କ'ଣ କହିବି ଆଉ ପୂଜା ର ମାଆ ଜନ୍ମ ଦେଇ ଚାଲିଲା। ଆଊ କିଛି ସମୟ ଓ କିଛି ବର୍ଷ ପରେ ପୂଜା ବି ଶାଶୁ ଘରକୁ ଚାଲି ଯୀବ । ଭାଇ ଶେଷ ବୋହୁତ ଓ ଆରମ୍ଭ କେତେ ବେଳେ ଆରମ୍ଭ ଓ ଶେଷ କେହି କହିପାରିବେ ନାହିଁ । ଭାଇ ତୁମେ କାନ୍ଦ ନାହିଁ । ମତେ ଭଲ ଲାଗିବନି । ମୁଁ ବି ପୂଜି କୁ ଭଲ ପାଏ ପୂଜି ବି ମୋର ଝିଅ ପରି ।
ନୁଆ ବନ୍ଧୁ ମୁଁ ଏବେ ଯାଉଛି ଭାଇ ମତେ ଅପେକ୍ଷା କରିଛନ୍ତିି।
ଯାଆନ୍ତୁ ପିୟତମା କାଲି ପୁଣି ଦେଖା ହେବା । ପୂଜା ତୁ କୁଆଡେ଼ ଯାଇଥିଲୁ । ଭାଇ ମୁଁ ସୁନ୍ଦର ପ୍ରାକୃତିକ ବନ ଦେଖିବାକୁ ଯାଇଥିଲି କ'ଣ କହିଲୁ ସୁନ୍ଦର ପ୍ରାକୃତିକ ବନ ଦେଖିବାକୁ ଯାଇଥିଲୁ ନା କାହା ସହ ମିଶିବା କୁ ଯାଇଥିଲୁ । ତୁ ମତେ ସତ କହ । ଆରେ ଭାଇ ତୁମେ ପୂଜି କୁ କାହିଁକି ରାଗୁଛ। ଭାଉଜ ମୁଁ ବୁଲି ଚାହିଁଲି ଗଲି ହେଲେ ଟିକେ ଡେରି ହେଲା । ଏବେ ୧୧ ଟାରେ ଆସିଲୁ।କହୁଛି ମୁଁ ଆସୁ ଆସୁ ମୋର ଟିକେ ଡେରି ହେଲା । ଆରେ ଭାଇ ସେ କଥା ଛାଡ ସମୟ କେତେ ହେଲାଣି ତୁମେ କିଛି ବି ଖାଇନ ସକାଳେ କ'ଣ କହିଲ ଭାଉଜ ଭାଇ ସକାଳ ଠୁ କିଛି ଖାଇ ନାହାନ୍ତି। ତୁମେ କାହିଁକି ଭାଇ କୁ ଖାଇବାକୁ ଦେଇ ନାହ । ଶୁଣେ ପୂଜି ତୁ ଘର କୁ ଆସିଲେ ଭାଇ ଖାଇବେ । ହଁ ଭାଉଜ ତୁମେ ଏବେ ଖାଇବା ହଊ ତୁ ଏବେ ଖାଉନୁ ଚାଲ ଆମେ ସମସ୍ତେ ଏକାଠି ବସି ଆମେ ଖାଇବା ।



ଭାଉଜ ଓ ପୂଜା ଖାଇବା ବାଢ ହେଲେ ମୁଁ ପାଣି ନେଇ ଆସୁଛି । ସମସ୍ତେ ଖାଇବା ଭାଉଜ ତୁମେ ଆମ ସହ ଖାଆନ୍ତୁ । ଭାଇ ତୁମେ ଖାଅ ବିନି ତୁ ବି ଆମ ସହ ଖାଇବାକୁ ବାଧ୍ୟ ବାପା ମୁଁ ପରେ ଖାଇବି ନା । ଏବେ ସମସ୍ତେ ଏକାଠି ବସି ଆମେ ଖାଉଛେ । ତୁ ବି ଆମ ସହ ସାମିଲ୍ ହେବ।
ବାପା ତୁମେ ଠିକ୍ କହୁଛ। ଭାଉଜ ତୁମେ ଏବେ ଖାଇବ ଆମ ସହ ଠିକ୍ ତୁମେ ବାଧ୍ୟ କରୁଛ ମୁଁ ଗାଉଛି। ସଂଧ୍ୟା ବେଳେ ହେଲା ପୁଅ (ବିନୟ) ଘରକୁ ଆସିଲା ବୋଉ କହିଲା ପୁଅ ତୁ ସକାଳ ବେଳେ କୁଆଡେ଼ ନିଖୋଜ ହୋଇ ଗଲୁ । ସନ୍ଧ୍ୟା ବେଳକୁ ଆସିଲୁ
ବୋଉ ମୁଁ ଜାଣିଚି ତୁ ଦିନ ପରେ ଖାଇବାକୁ ଇଚ୍ଛା ନାହିଁ । ମୁଁ ଆସିଲେ ତୁ ଖାଇବୁ । ମୁଁ ଯଦି ଆଉ କେବେ ନଫେରେ । ନାଇଁ
ପୁଅ ସବୁ ବେଳେ ଏମିତି କଥା ମୁହଁ ରେ ଧରେ ନାହିଁ । ତୁ ଯଦି
ନ ଆସିବୁ ମୁଁ ଆଊ ବଞ୍ଚିବି ନାହିଁ । ବୋଉ ତୁମେ ଏମିତି କଥା କହୁନି ।ତାପରେ ମା ଓ ପୁଅ ଖାଇ ସାରି ରାତି ବିଶ୍ରାମ ନେଲେ ।
ସକାଳ ହେଲା ବିନୟ ପୂଜା କୁ ଦେଖା କରିବା କୁ ଗଲା ସେହି ଜାଗାକୁ ତାପରେ ଗୀତ ଗାଇବା ସହ ମିଠା ମିଠା କଥା କହୁଛି ବିନୟ ପ୍ରିୟତମା ତୁ ଏବେ କେମିତି ଭଲ । ତୁମେ ମୁଁ ଭଲ ଅଛି।ପାୟ ୬ ମାସ ବିତିଗଲା ତାପରେ ଦୁହେଁ ପରସ୍ପର ଠାରୁ ପ୍ରେମ ସମ୍ପର୍କ କରିବେ ଓ ପ୍ରେମ ନିବେଦନ କଲେ । କହିଲେ ମୁଁ ତୁମକୁ ଭଲପାଏ ।








୨ ମାସ ପରେ ପୂଜା ବାହାଘର କଥା ହୋଇ ଗଲା
ତାପରେ ବରଂ ଘର ରାଜି ହେଲେ । ହେଲେ ପୂଜା ରାଜି ହେଲା ନାହିଁ ଭାଇ କହିଲା ମୁଁ ଜଣ କୁ ଭଲ ପାଉଥିଲେ ତେଣୁ ମୁଁ ତାକୁ ବାହାହେବାକୁ ଚାହେଁ । ତାର ନାମ ବିନୟ ତାପରେ ଭାଇ ପୂଜା କୁ ଗୋଟିଏ ଘର କୋଣରେ ବନ୍ଦୀ କରି ଦେଲା । ହେଲେ ଭାଇ ବୁଝି ପାରିଲା ନାହିଁ। ଭଉଣୀ କଥା ପୂଜା ବୋହୁତ କାନ୍ଦିଲା ଓ ସେ ଖାଇବାକୁ ଇଚ୍ଛା କଲା ନାହିଁ । ତାପରେ ବିନୟ ତାଙ୍କୁ ଚାହିଁ ବସେ ସେହି ଝରଣା କୁ ହେଲେ ସେ କେବେ ଆସିବ । ପ୍ରିୟତମା ତୁମେ । ବିନୟ ସବୁବେଳେ ପୂଜା ପାଇଁ ଝରଣା ପାଖ ବସି ମନେ ପକାଉଛି ସେଇ ପ୍ରଥମ ର କଥା ବିନୟ ପୂଜା ପାଇଁ ଝରଣା ପାଖ ଅପେକ୍ଷା କରିଛି। କେବେ ପ୍ରିୟତମା ଆସିବେ । ।
କିଛି ଦିନ ବିତିଗଲା ତାପରେ ପୂଜା ବାହାଘର ରାତିରେ ଭାଉଜ ପୂଜା କୁ କହିଲେ । ପୁଜି ମୁଁ ତୋ ଦୁଃଖ ଦେଖି ସହିପାରୁ ନାହିଁ।
ଏବେ ତୁ ଘର ପଛ ପଟ କବାଟ ଦେଇ ତୁ ବିନୟ ପାଖ ଚାଲିଯା
ସମୟ ବୋହୁତ କମ୍ ପୂଜି ଚାଲିଯା ହେଲେ ଭାଇକୁ ମୁଁ କ'ଣ ଦେବି ତୁ ମୁଣ୍ଡ ରେ ଏକଥା ଭାବେ ନାହିଁ । ଭାଉଜ ମୁଁ ଯାଉଛି।
ମା ଭଲରେ ରୁହ । ମୁଁ ଈଶ୍ୱର କୁ ଏତିକି ପ୍ରାର୍ଥନା କରୁଛି ।
ତାପରେ ସେ ଭାଉଜ ଠୁ ବିଦାୟ ନେଇ ଚାଲିଗଲା ପଛପଟ କବାଟ ବନ୍ଦ କରି । ତାପରେ ଭାଇ କହିଲେ ପୂଜା କୁ ଡାକେ ତାପରେ ବିନି କହିଲା ପୂଜି ଘର ଛାଡ଼ି ଚାଲି ଯାଇଛି । ତାପରେ
ବରଂ ଲୋକ ଜାଣିପାରେଲେ । ସବୁ ବୁଝି ପାରୁଛି ବରଂ ଲୋକ କହିଚାଲି ଗଲେ । ତାପରେ ସମସ୍ତେ ଏକାଠି ବସି ଆଲୋଚନା କରିଥିଲେ । ହେଲେ ମଧ୍ୟ ବାହାଘର ଅଧା ବିଧିରୁ ବନ୍ଦ ହୋଇଗଲା । ସମସ୍ତ ମନ ଛୋଟ ହୋଇଗଲା । ତାପରେ ରାତିରେ ସେମାନଙ୍କୁ ଚକାରା ତାର ଲୋକ ଲଗାଇ ବିନୟକୁ ମାରିଦେଲେ । ତାପରେ ପୂଜା ସୁରାରେ ହାତକୁ କାଟି ଦିଲା । ମରିଗଲା ପୂଜା । ତାପରେ ଚକରା କହିଲା ମୁଁ ତତେ ଭଲ ପାଏ ହେଲେ ତୁ ମରିଗଲୁ । ମୁଁ ବଞ୍ଚିବି ନାହିଁ । ତାପରେ ଚକରା ମଦ ବୋତଲ କୁ ଭାଂଗି ସେ ନିଜ କୁ ଶେଷ କରିଦେଲା । ତାପରେ ୩ ତିନି ଶବ କୁ ମାଟି ତଳେ ପୁତି ଦେଲେ । ତାପରେ ସେମାନେ ଙ୍କ ପାଇଁ ସମସ୍ତେ ବ୍ୟସ୍ଥା ରହିଲେ । କେହି ଏହି କଥା ଜାଣି ପାରିଲେ ନାହିଁ । ଆଜକୁ ପ୍ରାୟ ହଜାରରୁ ଖୀ : ଅ ପୁରି ଯାଇଛି ସେମାନେ ଏବେ ଦୁହେଁ ପରସ୍ପର ପୁଣି ଥରେ ପୁନଃ ମିଳନ ହେବ
ଏବେ ସେମାନେ ପୁନଃ ଜନ୍ମ ଗ୍ରହଣ କରିଛନ୍ତିି। ଏହି ପୃଥିବୀରେ
ବିନୟ ଓ ପୂଜା ସେ ଦୁହିଁଙ୍କ ପ୍ରେମ ସବୁବେଳେ ଅମର ପ୍ରେମ ହୋଇ ରହିଛି । ଏହି କାହାଣୀ ରେ ୨୦୦୦ ଖୀ:ଆ ପରେ । ପୁଣି ଥରେ ପୁନଃ ମିଳନ ହୋଇଛି ।


ଏହି ଅକ୍ଟୋବର ମାସ ରୁ

ମତେ ସାହାଯ୍ୟ କରନ୍ତୁ ।ଗୁଡ଼ାରୀ : ଆଜି ସୁନ୍ଦରୀ ଯୁବତୀ ତୁମେ କୁଆଡେ ଯାଇପାରିବ ନାହିଁ । ରୋହନ ସାହାଯ୍ୟ କଲା । ଧନ୍ୟବାଦ ତୁମେ କିଏ ମୁଁ ରୋହନ ତୁମେ ମୁଁ ପ୍ରିୟତମା ତୁମେ ଏତେ ରାତିରେ ହେଲେ ମୁଁ ଯାଉଛି । ରୁହ ପ୍ରିୟତମା ତୁମ ଘର ମୋ ଘର ବୋହୁତ ଦୂରରେ ହେଲେ ମୁଁ ତୁମକୁ ତୁମ ଘରେ ଛାଡ଼ି ଦେବି । ତୁମେ ଏବେ ଗାଡ଼ିରେ ବସ ।















ଆମେ ଏହି ଅକ୍ଟୋବର ମାସ ରୁ ଆରମ୍ଭ ହେବ ପୁନଃ ମିଳନ ଧାରାବାହିକ ଖୁବଶିଘ୍ର ୧ମ ଅଧ୍ୟାୟ ପ୍ରକାଶ ପାଇବ । ଏହି କାହାଣୀ ଟି ପଢ଼ିବା କୁ ପସନ୍ଦ କରୁଛନ୍ତି । ଆପଣମାନେ ଆମକୁ ମନ୍ତବ୍ୟ ପୋଷ୍ଟ କରନ୍ତୁ ଓ ଫଲ କରନ୍ତୁ ଓ ମତାମତ ଦିଅନ୍ତୁ ।
ଧନ୍ୟବାଦ ନମସ୍କାର ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ।