I am unsuccessful in love books and stories free download online pdf in Odia

ପ୍ରେମରେ ମୁଁ ଅସଫଳ

ଭଲ ପାଇବା ହେଉଛି ପୁଣ୍ୟ। ସମସ୍ତେ ପ୍ରେମ କୁ ବୁଝିପାରନ୍ତି ନାହିଁ । ସମସ୍ତେ ପ୍ରେମ କୁ ପାପ ବୋଲି / ଖରାପ ଭାବନ୍ତି। ଲୋକ ମାନେ କାହିଁକି ପ୍ରେମ କୁ ଖରାବୋଲି ଭାବନ୍ତି। ପ୍ରେମ କରିବା ଖରାପ ନୁହେଁ। ଇଶ୍ଵର ବି ପ୍ରେମ କରିଥିଲେ। ସେ ବି ଖରାପ କାମ କରି ନାହାନ୍ତି। ମଣିଷ ପ୍ରେମ କରିବା କ'ଣ ?ଖରାପ କି ? କେହି ପ୍ରେମର ଅର୍ଥ କୁ ବୁଝିପାରନ୍ତି ନାହିଁ।
ଯେଉଁ ମାନେ ପ୍ରେମ ର ଅର୍ଥ ବୁଝି ପାରନ୍ତି ନାହିଁ। ସେମାନେ ଜୀବନରେ କେବେ ହେଲେ ପ୍ରେମ କରିନ ଥିଲେ।

ଆଜି ମୁଁ ମୋ ମନର କଥା ଆପଣଙ୍କୁ କହିବି। ମୁଁ କଲେଜ ଏକାଦଶ ଶ୍ରେଣୀ ରେ ଜଣଙ୍କୁ ପ୍ରେମ କରିଥିଲେ ହେଲେ ସେ ମୋ ପ୍ରେମ କୁ ବୁଝିପାରିଲା ନାହିଁ। ଏହି କଥା ଗତ ଦୁଇ ବର୍ଷ ବିତି ଗଲାଣି। ମୁଁ ଏକାଦଶ ଶ୍ରେଣୀ ରେ ଫେଲ୍ ହେଇଛି। ଆଜି ମୋ କଲେଜ ପାଠ ପଢା ହେଲେ ମୁଁ ଆଜି ଦ୍ଵାଦଶ ଶ୍ରେଣୀ ରେ ପାଠ ପଢ଼ିବା କୁ ମୋତେ ଅନୁମତି ମିଳୁନାହିଁ।

ଆଜି ସକାଳ ୭ଟାରେ ମୁଁ ଅଧ୍ୟକ୍ଷ ସହ କଥା ହୋଇ ଥିଲି ।
-------------------------------------------------------
ଏବେ ମୁଁ କଲେଜରେ ପହିଲି ଅଧ୍ୟକ୍ଷ ସହ କଥାବାର୍ତ୍ତା ହେଲା । ତୁମେ ଏକାଦଶ ଶ୍ରେଣୀ ରେ ଫେଲ୍ ହେଇଛନ୍ତି।
ଏହି ମାସ ଓ ଜୁଲାଇ ମାସ -17 ତାରିଖ ପର୍ଯ୍ୟନ୍ତ ତୁମେ ଦ୍ଵାଦଶ ଶ୍ରେଣୀ ରେ ପାଠ ପଢିପାରିବ । ଅଳ୍ପ ଦିନ ପାଇଁ ପଢି ପାରିବ। ଅଗଷ୍ଟ ସୁଦ୍ଧା ତୁମେ ଏକାଦଶ ଶ୍ରେଣୀ ପାଠ ପଢ଼ିବା କୁ ବାଧ୍ୟତାମୂଳକ ହେବ। ତା ପରେ ମୁଁ କଲେଜ ଶ୍ରେଣୀ ଗୃହ କୁ ପ୍ରବେଶ କଲି ।ତାପରେ ମୋତେ ବହୁତ କଥା କହିଲେ ମୋ ସାଙ୍ଗ ମାନେ ମୋତେ ଆଜି ବୋହୁତ ଖରାପ ବ୍ୟବହାର କଲେ । ମୋତେ ବୋହୁତ ଦୁଃଖ ଲାଗିଲା। ହେଲେ ମୁଁ ଏହି କଥା କାହାକୁ କହିନାହିଁ। ମୁଁ ସକାଳ - ୭.୩୦ -୮.୪୦ ଯୋଗଦାନ କରିଲି । ହେଲେ coaching class I could not.
-------------------------------------------------------
ହେଲେ ମୁଁ ଶ୍ରେଣୀ ଗୃହ ଆସିଲା ପରେ ହୋ ହାଲ୍ଲା ହେବା ଆରମ୍ଭ ହେଲା। ତାପରେ ମୋ ସାଙ୍ଗ ମାନେ ମୋତେ ଶ୍ରେଣୀ ଗୃହ ରେ ଭାରକୁ ମୋତେ ଗଳା ଧକ୍କା ଦେଇ ବିଦାୟ କରିଦେଉଛନ୍ତି। ହେଲେ ଆଧ୍ୟପ କିଛି କୁହନ୍ତି ନାହିଁ। ମୁଁ ଯେତେ କହିଲେ ବି ଶ୍ରେଣୀ ଗୃହ କୁ ପ୍ରବେଶ କରନ୍ତି ନାହିଁ। ବାଧ୍ୟ ହୋଇ ମୁଁ କଲେଜ କ୍ଲାସ ନ
କରି ଚାଲିଯାଏ ମୁଁ ଗାର୍ଡେନ କୁ ବସି ପ୍ରତିଲିପି ରେ ଗପ ଲେଖିବା ଆରମ୍ଭ କର । ହେଲେ ମୋତେ କଲେଜ କ୍ଲାସ୍ ଭିତର କୁ ଆସିବା କୁ ମୋତେ ଅନୁମତି ମିଳୁନାହିଁ ‌ । ବ୍ୟସ୍ତ ହେଇଗଲି ଗାର୍ଡେନ ବସି ପ୍ରତିଲିପି ରେ ଗପ ଲେଖୁଛି।

ଆଜି ହେଉଛି ପ୍ରେମ ନିବେଦନ ଦିବସ। ମୁଁ ସକାଳୁ ଉଠି ମୋ ଗୋଲାପ ବଗିଚା କୁ ଯାଇଛି ଦେଖିଲି ଗୋଲାପ ଫୁଲର ରଙ୍ଗ ବୋହୁତ ସୁନ୍ଦର ଲାଗୁଥିଲା। ବଗିଚାରେ ମୁଁ ଗୋଲାପ ଫୁଲର ତୁଲଣି । ଆଜି ମୁଁ ମୋ ପ୍ରେମିକା ଙ୍କୁ ଗୋଲାପ ଫୁଲ ଦେଇ ପ୍ରେମ ନିବେଦନ କରିବି ।
କିଛି ସମୟ ପରେ...
ମୁଁ ଖାଇ ପିଇ ସାରି ଭାରିଲି କଲେଜ। କିଛି ସମୟ ପରେ ମୁଁ କଲେଜ ପହିଲି। ସେଇ ଝିଅଟି କୁ ପ୍ରେମ ନିବେଦନ କଲି । ହେଲେ ସେ ହସିହସି ଲାଜେଇ ଗଲା । କିଛି କହିଲା ନାହିଁ। ମୋତେ ଲାଗିଲା ସେ ମୋତେ ପ୍ରେମ କରୁଛି।
ଦୁଇ ଦିନ ପରେ....
ମୁଁ ତା ସହ କଥା ହେବାକୁ ଚେଷ୍ଟା କଲି। ହେଲେ ସେ ମୋ କଥାକୁ ଶୁଣିଲା ନାହିଁ । ଆଜି ମୁଁ କଲେଜ ବଗିଚାରେ ମୁଁ ଲୁଚି କରି ଗୋଲାପ ଫୁଲ ଟି ତାଜା ଥିଲା ଓ ଗୋଲାପ ଟି ସଜ ହୋଇଥିଲା। ତାପରେ ମୁଁ ସେଇ ଝିଅଟି କୁ ପ୍ରେମ ଦିବସରେ ମୁଁ ଗୋଲାପ ଫୁଲ ଟି ଦେଲି । ହେଲେ ସେ ମୋ ପ୍ରେମ କୁ ଅପମାନ କଲା । ଆଉ ଥରେ ଶେଷ ଥର ଟି ପାଇଁ ମୁଁ ଟେଷ୍ଟ କଲି । ଆରଶି କୁ ବୁଝାଇବା ପାଇଁ ହେଲେ ସେ ମୋ ମନ କଥା କୁ ବୁଝିପାରିଲା ନାହିଁ।
ସେଇ ଦିନ ଠାରୁ ଆଉ ବଗିଚାରେ ଗୋଲାପ ଫୁଲ ଟି ତୋଳିବା ପାଇଁ ଟେଷ୍ଟ କଲି ନାହିଁ।

ଆଜି ପର୍ଯ୍ୟନ୍ତ ମତେକେହି ମୋ ଦେହ ରେ ହାତ ଦେଇ ନାହାନ୍ତି। ଆଜି ପର୍ଯ୍ୟନ୍ତ ମୁଁମନେ ରଖିଛି ସ୍ବପ୍ନା ମତେ ସାହାସ କଲେ ‌। ତାପରେ ମୁଁ କହିଲିତୁମେ କେବେବି ମତେ ହାତ ଲଗାଇ ପାରିଲ ନାହିଁ। ତୁ ମୋ ଝିଅ କୁ sorry କହ ।
ଶୁଣ ଭୁଲୁମାଗି ସାରିଛି ଗୁରୁ କହିଲେସବୁ କାହାଣୀ। ପ୍ରେମ କାହାଣୀ ଏବେ ବି ଅଧା କେବେବି ସ୍ୱପ୍ନ ପୁରାହେଲା ନାହିଁ। ମୁଁ ଏବେ କଲେଜରେ ପାଠ ପଢଢୁଛି । ହେଲେ ମନେ ରଖିପାରେନା ପାଠ । ମନେ ରହେ ମୋ ପ୍ରେମ କାହାଣୀ। କାହାଣୀ କଲେଜ ବେଳେ ଜୀବନ କାହାଣୀ ଶେଷ ।